Script
DOWNLOAD MP3
ରଚନା- ସୁଧାକର ଦାଶ
ବିଭାଗ ମୁଖ୍ଯ, ଓଡ଼ିଆ
ଧରଣୀଧର ବିଶ୍ବବିଦ୍ୟାଳୟ ।
ଏଇ ଧୂଳିର ଧରଣୀ ଆମେ
ସବୁଜ ସେନାନୀ ଆମେ (୨)ଚିର ପ୍ରଦୀପିତ, ଜ୍ଞାନର ଆଲୋକ,
ଶାନ୍ତିର ପୂଜାରୀ, ସତ୍ୟର ପଥିକ
ମାଟିର ମଣିଷ ଆମେ (୨)

ଏଇ ଧୂଳିର ଧରଣୀ ଆମେ
ସବୁଜ ସେନାନୀ ଆମେ(୨)

ସମତା ମନ୍ତ୍ରରେ ମମତା ବାଣ୍ଟିବୁ
ଆଗାମୀ କାଲିର ଛବି ଆଙ୍କିଯିବୁ(୨)

ସମତା ମନ୍ତ୍ରରେ ମମତା ବାଣ୍ଟିବୁ
ଆଗାମୀ କାଲିର ଛବି ଆଙ୍କିଯିବୁ(୨)
ତ୍ୟାଗର ତୂଳୀକା ଆମେ
ଏଇ ଧୂଳିର ଧରଣୀ ଆମେ(୨)

ଉତ୍କଳ ଭାରତୀ, ପୂଣ୍ୟ ଏ ଭାରତ
ସେବାରେ ଜୀବନ ଦେବା ଅବିରତ
କ୍ରାନ୍ତିର ନାୟକ ଆମେ (୨)

ଏଇ ଧୂଳିର ଧରଣୀ ଆମେ
ସବୁଜ ସେନାନୀ ଆମେ (୨)
ଚିର ପ୍ରଦୀପିତ, ଜ୍ଞାନର ଆଲୋକ,
ଶାନ୍ତିର ପୂଜାରୀ, ସତ୍ୟର ପଥିକ
ମାଟିର ମଣିଷ ଆମେ ।

####

 


Click here to play the University Theme Song (Duet)